അർത്ഥം : ବଡ଼ କାଗଜ ଉପରେ ସେହିଦିଗକୁ ଧ୍ୟାନ ଆକର୍ଷଣ କରିବା ନିମନ୍ତେ ଲଗାଯାଇଥିବା ଛୋଟ କାଗଜ ଖଣ୍ଡଆଦି
ഉദാഹരണം :
ଅଫିସର କିରାଣୀଙ୍କୁ ଗୁରୁତ୍ୱପୂର୍ଣ୍ଣ କାଗଜଗୁଡ଼ିକ ଉପରେ ପତାକା ଲଗାଇବାକୁ କହିଲେ
പര്യായപദങ്ങൾ : ଫ୍ଲାଗ
മറ്റ് ഭാഷകളിലേക്കുള്ള വിവർത്തനം :
कागज आदि का वह छोटा टुकड़ा जो किसी बड़े कागज पर उसकी ओर ध्यान आकृष्ट करने के लिए लगाया जाता है।
अधिकारी ने बाबू को महत्वपूर्ण कागजों पर पताका लगाने के लिए कहा।A conspicuously marked or shaped tail.
flagഅർത്ഥം : ତିନୋକଣିଆ ବା ବର୍ଗାକାର ଲୁଗାଆଦି ଯାହାର ଗୋଟିଏ ପଟ ବାଉଁଶରେ ଲଗାଯାଇଥାଏ ଏବଂ ଯାହାର ବ୍ୟବହାର ଅସ୍ତିତ୍ୱ, ସଂକେତ ବା ଉତ୍ସବଆଦି ସୂଚିତ କରିବା ନିମନ୍ତେ ହୋଇଥାଏ
ഉദാഹരണം :
ଭାରତର ରାଷ୍ଟ୍ରୀୟ ପତାକା ମଝିରେ ଚକ୍ରଚିହ୍ନ ଅଛି ସେ ନିଜ ନାଁର ଝଣ୍ଡା ଉଡ଼ାଇ ଦେଲା
പര്യായപദങ്ങൾ : କେତନ, ଚିରାଳ, ଝଣ୍ଡା, ଧ୍ୱଜ, ଧ୍ୱଜା
മറ്റ് ഭാഷകളിലേക്കുള്ള വിവർത്തനം :
Emblem usually consisting of a rectangular piece of cloth of distinctive design.
flagഅർത്ഥം : ଛୋଟ ପତାକା
ഉദാഹരണം :
ଗାର୍ଡ଼ ସବୁଜ ରଙ୍ଗର ପତାକା ଦେଖେଇଲା
മറ്റ് ഭാഷകളിലേക്കുള്ള വിവർത്തനം :