അർത്ഥം : ଧାର୍ମିକ ଗ୍ରନ୍ଥରେ ବର୍ଣ୍ଣିତ ଯେଉଁ ପାଞ୍ଚ କ୍ରୋଶ କ୍ଷେତ୍ରଫଳ ମଧ୍ୟରେ କାଶୀ ନଗରୀ ପ୍ରତିଷ୍ଠିତ ହୋଇଥିଲା
ഉദാഹരണം :
କାଶୀ ଯାଉଥିବା କିଛି ତୀର୍ଥ ଯାତ୍ରୀ ପଞ୍ଚକୋଶୀକୁ ପରିକ୍ରମା କରିଥାନ୍ତି
പര്യായപദങ്ങൾ : ପଞ୍ଚକୋଶୀ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : (କାଶୀ,ପ୍ରୟାଗ ଆଦି)କେତେକ ତୀର୍ଥ ସ୍ଥାନର ଯେଉଁ କ୍ଷେତ୍ରକୁ ପରିକ୍ରମା କରିବାର ନିୟମ ରହିଛି
ഉദാഹരണം :
ପଞ୍ଚକୋଶୀ ପରିକ୍ରମାର ଧର୍ମୀୟ ମହତ୍ତ୍ୱ ରହିଛି
പര്യായപദങ്ങൾ : ପଞ୍ଚକୋଶୀ
മറ്റ് ഭാഷകളിലേക്കുള്ള വിവർത്തനം :