അർത്ഥം : ସରକାର ଚଳାଇଥିବା କାଗଜ ଯାହା ଉପରେ କିଛି ଟଙ୍କାର ସଂଖ୍ୟା ଛପା ଯାଇଥାଏ ଏବଂ ଯାହା ସେତିକି ଟଙ୍କାର ମୁଦ୍ରା ଭାବେ ଚାଲିଥାଏ
ഉദാഹരണം :
ସେ ମୋତେ ଶହ-ଶହ ଟଙ୍କାର ନୋଟ ଦେଖାଇଲା
പര്യായപദങ്ങൾ : କରେନ୍ସୀ
മറ്റ് ഭാഷകളിലേക്കുള്ള വിവർത്തനം :
सरकार का चलाया हुआ वह कागज़ जिस पर कुछ रुपयों की संख्या छपी रहती है और जो उतने रुपये के सिक्के के रूप में चलता है।
वह मुझे सौ-सौ के नोट दिखा रहा था।A piece of paper money (especially one issued by a central bank).
He peeled off five one-thousand-zloty notes.അർത്ഥം : ଗୂଢ଼ ବାକ୍ୟଆଦିର ବିସ୍ତୃତ ଏବଂ ସ୍ପଷ୍ଟ ଅର୍ଥ ବ୍ୟକ୍ତ କରୁଥିବା ଛୋଟ ଲେଖା
ഉദാഹരണം :
ଏହି ଗ୍ରନ୍ଥର ଗୂଢ଼ ବାକ୍ୟଗୁଡ଼ିକୁ ବୁଝାଇବା ନିମନ୍ତେ ସ୍ଥାନେ ସ୍ଥାନେ ଟିପ୍ପଣୀ ଦିଆଯାଇଛି
പര്യായപദങ്ങൾ : ଟିପ୍ପଣୀ
മറ്റ് ഭാഷകളിലേക്കുള്ള വിവർത്തനം :
गूढ़ वाक्य आदि का विस्तृत और स्पष्ट अर्थ बतानेवाला छोटा लेख।
इस ग्रंथ के गूढ़ वाक्यों को समझने के लिए जगह-जगह टिप्पणियाँ दी गई हैं।A comment or instruction (usually added).
His notes were appended at the end of the article.അർത്ഥം : ଧ୍ୟାନ ରଖିବାପାଇଁ ଲେଖି ବା ଟାଙ୍ଗିକରି ରଖାଯାଇଥିବା ବସ୍ତୁ
ഉദാഹരണം :
ନୋଟକୁ ଫ୍ରିଜ୍ ଉପରେ ନିଶ୍ଚିତଭାବେ ଲଗାଇବ
മറ്റ് ഭാഷകളിലേക്കുള്ള വിവർത്തനം :