അർത്ഥം : କୌଣସି ପ୍ରକାରରେ ଅଟକିଯାଇଥିବା ରୀତି ବା ବ୍ୟବସ୍ଥା
ഉദാഹരണം :
କୌଣସିବି ସଂସ୍ଥା,ଦେଶ ଆଦିକୁ ଚଳାଇବା ନିମନ୍ତେ କିଛି ନିଶ୍ଚିତ ନିୟମ ତିଆରି କରାଯାଏ
മറ്റ് ഭാഷകളിലേക്കുള്ള വിവർത്തനം :
A principle or condition that customarily governs behavior.
It was his rule to take a walk before breakfast.അർത്ഥം : ଅନେକଦିନରୁ ଚଳିଆସୁଥିବା କିଛି ପରମ୍ପରା, ରୀତି ବା ବିଧି ଆଦି ପ୍ରସଙ୍ଗଗୁଡିକ ମଧ୍ୟରେ କେତୋଟି ପ୍ରତିଷ୍ଠା ବା ମର୍ଯ୍ୟଦା ସୂଚକ ହୋଇଥିବାବେଳେ ଅନ୍ୟ କେତୋଟିର ପ୍ରସଙ୍ଗଗୁଡିକୁ ବର୍ଜନୀୟ ତଥା ନିନ୍ଦନୀୟ ରୂପେ ଗ୍ରହଣ କରାଯାଏ
ഉദാഹരണം :
କେହିତ ଜଣେ ଅଛି ଯେ ନିୟମରୁ ଅପସରି ଚିନ୍ତା କରେ
പര്യായപദങ്ങൾ : ଚଳଣି, ଧାରା, ପରମ୍ପରା, ଶୃଙ୍ଖଳା
മറ്റ് ഭാഷകളിലേക്കുള്ള വിവർത്തനം :
आचरण या लोक-व्यवहार के क्षेत्र में बहुत दिनों से चली आई हुई कोई परम्परा, रीति या विधि जो कुछ प्रसंगों में तो प्रतिष्ठा या मर्यादा का सूचक होती है और कुछ प्रसंगों में त्याज्य तथा निंदनीय भी मानी जाती है।
कोई तो है जो लीक से हटकर सोचता है।അർത്ഥം : ସ୍ଥିର କରାଯାଇଥିବା ନିୟମ ଓ ବିଧାନ, ଯାହାର ପାଳନ ସମସ୍ତଙ୍କପାଇଁ ଆବଶ୍ୟକ ଓ ଅନିବାର୍ଯ୍ୟ ଏବଂ ଯାହାର ଉଂଲଘନ କଲେ ମନୁଷ୍ୟ ଦଣ୍ଡିତ ହୁଏ ବା ହୋଇପାରେ
ഉദാഹരണം :
ନିୟମ ବିପରୀତ କୌଣସି ବି କାର୍ଯ୍ୟ ଆପଣଙ୍କୁ ସଙ୍କଟରେ ପକାଇପାରେ
പര്യായപദങ്ങൾ : ଆଇନ, କାନୁନ, ବିଧାନ, ବିଧି
മറ്റ് ഭാഷകളിലേക്കുള്ള വിവർത്തനം :
Legal document setting forth rules governing a particular kind of activity.
There is a law against kidnapping.അർത്ഥം : ବ୍ୟବହାର ବା ଆଚରଣ ବିଷୟରେ ନୀତି, ନିୟମ,ଧର୍ମଆଦି ଦ୍ୱାରା ନିରୂପିତ ଢଙ୍ଗ ବା ପ୍ରତିବନ୍ଧ
ഉദാഹരണം :
ଆମକୁ ନିଜର ସିଦ୍ଧାନ୍ତଗୁଡ଼ିକୁ ପାଳନ କରିବା ଆବଶ୍ୟକ
പര്യായപദങ്ങൾ : ନିଷ୍ପତି, ସିଦ୍ଧାନ୍ତ
മറ്റ് ഭാഷകളിലേക്കുള്ള വിവർത്തനം :
A complex of methods or rules governing behavior.
They have to operate under a system they oppose.അർത്ഥം : ରାଜନୈତିକ ବା ସାମାଜିକ ଜୀବନ ସହିତ ସମ୍ବନ୍ଧ ରଖୁଥିବା କୌଣସି ନିୟମ ବା ବିଧାନ
ഉദാഹരണം :
ହିନ୍ଦୁ ସଂସ୍କୃତିରେ ବିବାହ ଗୋଟିଏ ଧାର୍ମିକ ବ୍ୟବସ୍ଥା
പര്യായപദങ്ങൾ : ବ୍ୟବସ୍ଥା, ସଂସ୍ଥା
മറ്റ് ഭാഷകളിലേക്കുള്ള വിവർത്തനം :
राजनीतिक या सामाजिक जीवन से संबंध रखने वाला कोई नियम या विधान।
हिंदू संस्कृति में विवाह एक धार्मिक संस्था है।A custom that for a long time has been an important feature of some group or society.
The institution of marriage.അർത്ഥം : ବହୁତ ଦିନରୁ ପ୍ରାୟତଃ ଗୋଟିଏ ରୂପରେ ଚାଲିଆସୁଥିବା ବିଚାର, ପ୍ରଥା ବା କ୍ରମ
ഉദാഹരണം :
ସବୁ ସମାଜର ବୈବାହିକ ପରମ୍ପରା ଭିନ୍ନ
പര്യായപദങ്ങൾ : ଚଳଣି, ପରମ୍ପରା, ପ୍ରଥା, ରୀତି, ରୀତି-ନୀତି
മറ്റ് ഭാഷകളിലേക്കുള്ള വിവർത്തനം :
वह विचार, प्रथा या क्रम जो बहुत दिनों से प्रायः एक ही रूप में चला आया हो।
हर समाज की वैवाहिक परंपरा भिन्न होती है।അർത്ഥം : କୌଣସି କାର୍ଯ୍ୟକରିବା ନେଇ ନିର୍ଦ୍ଧାରିତ ନିର୍ଦେଶ
ഉദാഹരണം :
ପ୍ରୋଟକଲ୍ ଏକ ପ୍ରକାରର ନିୟମ
പര്യായപദങ്ങൾ : ପ୍ରିସ୍କିପ୍ଟ, ରୁଲ୍
മറ്റ് ഭാഷകളിലേക്കുള്ള വിവർത്തനം :
किसी कार्य को करने के लिए निर्धारित निर्देश।
प्रोटोकॉल एक तरह के नियम हैं।