അർത്ഥം : କୌଣସି ଧାତୁକୁ ଆକାର ଦେବା ବା ଉପଯୁକ୍ତ କରିବା ବା ସୁଧାରିବା ବା ଉନ୍ନତ କରିବା
ഉദാഹരണം :
ସେ ଲୁହାରେ କିଛି ବିଶେଷ ଉପକରଣ ତିଆରି କରୁଛି
പര്യായപദങ്ങൾ : କରିବା, ତିଆରି କରିବା, ପ୍ରସ୍ତୁତ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
* किसी धातु को आकार देना या उपयुक्त बनाना या सुधारना या उन्नत बनाना।
वह लोहे से कोई विशेष उपकरण बना रहा है।അർത്ഥം : କାଣ୍ଟ-ଛାଣ୍ଟକରି କୌଣସି ପ୍ରକାରରେ ଦରକାରୀ ବସ୍ତୁ ତିଆରି କରିବା
ഉദാഹരണം :
ସେ ମାଟିର ମୂର୍ତ୍ତି ତିଆରି କରୁଛି
പര്യായപദങ്ങൾ : ଆକାର ଦେବା, ଗଢ଼ିବା, ତିଆରି କରିବା, ବନେଇବା, ରୂପ ପ୍ରଦାନ କରିବା, ସର୍ଜନା କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଅସ୍ତିତ୍ୱକୁ ଆଣିବା
ഉദാഹരണം :
କୁମ୍ଭାର ମାଠିଆ ଗଢ଼ୁଛି
പര്യായപദങ്ങൾ : ଗଢ଼ିବା, ତିଆରିକରିବା
മറ്റ് ഭാഷകളിലേക്കുള്ള വിവർത്തനം :
अस्तित्व में लाना।
कुम्हार घड़े बनाता है।അർത്ഥം : ଘର ବା କାନ୍ଥ ଆଦି ତିଆରି କରିବା
ഉദാഹരണം :
ମିସ୍ତ୍ରୀ ଓ ଶ୍ରମିକମାନେ ଏବେ କାନ୍ଥ ଉଠାଉଛନ୍ତି
പര്യായപദങ്ങൾ : ଉଠାଇବା, ତିଆରି କରିବା
മറ്റ് ഭാഷകളിലേക്കുള്ള വിവർത്തനം :