അർത്ഥം : ଯାହାର କୌଣସି ନିର୍ବାଚନରେ ସ୍ୱ ମତ ବ୍ୟକ୍ତ କରିବାର ଅଧିକାର ଥାଏ
ഉദാഹരണം :
ନିର୍ବାଚନ ସମୟରେ ବଡ଼ବଡ଼ ନେତାମାନେ ମଧ୍ୟ ମତଦାତାଙ୍କ ଆଗରେ ନ୍ୟୁନ ହୋଇଯାନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେ ନିର୍ବାଚନ କରାଏ
ഉദാഹരണം :
ନିର୍ବାଚକକୁ ନିଜ ନିର୍ଣ୍ଣୟ ଭାବିଚିନ୍ତି ନେବା ଉଚିତ
പര്യായപദങ്ങൾ : ଚୟନକର୍ତ୍ତା
മറ്റ് ഭാഷകളിലേക്കുള്ള വിവർത്തനം :
वह जो निर्वाचन करे या चुने।
निर्वाचक को अपना निर्णय सोच समझ कर लेना चाहिए।