അർത്ഥം : କୌଣସି କାମ, କଥା କିମ୍ବା ବ୍ୟବହାରକୁ ସୂକ୍ଷ୍ମ ଭାବରେ ଦେଖିବାର କ୍ରିୟା
ഉദാഹരണം :
ସେ କ୍ଷେତର କାମ ନିରୀକ୍ଷଣ କରୁଥିଲା
പര്യായപദങ്ങൾ : ତଦାରଖ, ଦେଖାଚାହାଁ, ପର୍ଯ୍ୟୟବେକ୍ଷଣ
മറ്റ് ഭാഷകളിലേക്കുള്ള വിവർത്തനം :
Management by overseeing the performance or operation of a person or group.
oversight, superintendence, supervising, supervisionഅർത്ഥം : ଏହା ଦେଖିବାର କ୍ରିୟା ଯେ ସବୁ ବିଷୟଗୁଡ଼ିକ ଠିକ ଅଛି କି ନାହିଁ
ഉദാഹരണം :
ରାମର ପର୍ଯ୍ୟବେକ୍ଷଣରେ ଏହି କାମ ହେଉଛି
പര്യായപദങ്ങൾ : ଦେଖାଚାହାଁ, ପର୍ଯ୍ୟବେକ୍ଷଣ
മറ്റ് ഭാഷകളിലേക്കുള്ള വിവർത്തനം :
Attention and management implying responsibility for safety.
He is in the care of a bodyguard.അർത്ഥം : କୌଣସି ବିଶେଷ କାର୍ଯ୍ୟପାଇଁ ବିଶେଷକରି ନିରୀକ୍ଷଣ କରି ଏକ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯିବାର କ୍ରିୟା
ഉദാഹരണം :
ପ୍ରଧାନମନ୍ତ୍ରୀ ଭୂକମ୍ପଗ୍ରସ୍ଥ ଅଞ୍ଚଳଗୁଡ଼ିକର ପରିଦର୍ଶନରେ ଯାଇଛନ୍ତି
പര്യായപദങ്ങൾ : ପରିଦର୍ଶନ, ଭ୍ରମଣ
മറ്റ് ഭാഷകളിലേക്കുള്ള വിവർത്തനം :
किसी विशेष कार्य के लिए एक स्थान से दूसरे स्थान तक जाने की क्रिया।
प्रधानमंत्री भूकंप ग्रस्त इलाकों के दौरे पर गए हैं।The act of visiting in an official capacity (as for an inspection).
visit