അർത്ഥം : ପ୍ରତିଦିନ ଆବଶ୍ୟକରୂପେ କରାଯାଉଥିବା କାର୍ଯ୍ୟ
ഉദാഹരണം :
ଦୈନନ୍ଦିନ କର୍ମ ବ୍ୟତୀତ ସେ ଗରିବ ପିଲାଙ୍କୁ ପଢ଼େଇବା କାର୍ଯ୍ୟ ମଧ୍ୟ କରୁଛି
പര്യായപദങ്ങൾ : ଦୈନନ୍ଦିନ କର୍ମ, ଦୈନିକ କର୍ମ
മറ്റ് ഭാഷകളിലേക്കുള്ള വിവർത്തനം :
प्रतिदिन आवश्यक रूप से किए जानेवाले कार्य।
नित्यकर्म के अतिरिक्त वह ग़रीब बच्चों को पढ़ाने का काम भी करती है।അർത്ഥം : ପ୍ରତିଦିନ ଦିନସାରା କରାଯାଉଥିବା କାମ ଧନ୍ଦା
ഉദാഹരണം :
ପ୍ରତିଦିନ ବୁଲିବାକୁ ଯିବା ତାର ଦୈନନ୍ଦିନ କାର୍ଯ୍ୟ
പര്യായപദങ്ങൾ : ଦୈନନ୍ଦିନ କାର୍ଯ୍ୟ, ଦୈନନ୍ଦିନ ଗତିବିଧି, ଦୈନିକ କାର୍ଯ୍ୟକଳାପ, ସବୁଦିନିଆ କାମ
മറ്റ് ഭാഷകളിലേക്കുള്ള വിവർത്തനം :
नित्य दिन भर में किया जानेवाला कामधंधा।
प्रतिदिन टहलने जाना उसकी दिनचर्या में शामिल है।