പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള ନାମ എന്ന വാക്കിന്റെ അർത്ഥവും ഉദാഹരണവും.

ନାମ   ବିଶେଷ୍ୟ

അർത്ഥം : ଖ୍ୟାତ ହେବାର ଅବସ୍ଥା ବା ଭାବ

ഉദാഹരണം : ସଚିନ ତେନ୍ଦୁଲକର କ୍ରିକେଟ୍‌ରୁ ଖ୍ୟାତି ଓ ପଇସା ଉଭୟ ରୋଜଗାର କରିଛନ୍ତି

പര്യായപദങ്ങൾ : ଖ୍ୟାତି, ପ୍ରଖ୍ୟାତି, ପ୍ରତିଷ୍ଠା, ପ୍ରସିଦ୍ଧି, ଯଶ, ସୁଖ୍ୟାତି, ସୁନାମ, ସୁଯଶ


മറ്റ് ഭാഷകളിലേക്കുള്ള വിവർത്തനം :

The state or quality of being widely honored and acclaimed.

celebrity, fame, renown

അർത്ഥം : ସେହି ଶବ୍ଦ ଯାହାଦ୍ୱାରା କୌଣସି ବସ୍ତୁ, ବ୍ୟକ୍ତିଙ୍କୁ ସୂଚିତ କରାଯାଏ ବା ଡକାଯାଏ

ഉദാഹരണം : ଆମର ପ୍ରଧାନାଚାର୍ଯ୍ୟ ମହୋଦୟଙ୍କ ନାମ ଶ୍ରୀ ପୁଷ୍ପକ ଭଟ୍ଟାଚାର୍ଯ୍ୟ


മറ്റ് ഭാഷകളിലേക്കുള്ള വിവർത്തനം :

वह शब्द जिससे किसी वस्तु, व्यक्ति आदि का बोध हो या वह पुकारा जाए।

हमारे प्राचार्य जी का नाम श्री पुष्पक भट्टाचार्य है।
आह्वय, इस्म, जोग, नाम, योग, संज्ञा

A language unit by which a person or thing is known.

His name really is George Washington.
Those are two names for the same thing.
name

അർത്ഥം : ଶକ୍ତି, ସମ୍ମାନ, ଭୟ, ଆତଙ୍କ ବା କିଛି ବିଶେଷ ଘଟଣା ମାଧ୍ୟମରେ ମିଳିଥିବା ପ୍ରସିଦ୍ଧି

ഉദാഹരണം : ଏହି ଅଞ୍ଚଳରେ ଜମିଦାରଙ୍କର ଭଲ ପ୍ରଭାବ ଅଛି

പര്യായപദങ്ങൾ : ପ୍ରଭାବ


മറ്റ് ഭാഷകളിലേക്കുള്ള വിവർത്തനം :

शक्ति, सम्मान, भय, आतंक या कोई विशेष बात आदि से प्राप्त प्रसिद्धि।

इस इलाके में ठाकुर रणवीर की धाक है।
दबदबा, दाप, धाँक, धाक, धाम, प्रभाव, बोलबाला, रुआब, रुतबा, रोआब, रोब, रोब-दाब, रौब, साख

A power to affect persons or events especially power based on prestige etc.

Used her parents' influence to get the job.
influence

അർത്ഥം : ହିସାବଖାତାର ଯେଉଁ ସ୍ତମ୍ଭରେ କୌଣସି ଲୋକର ନାମପରେ ତାକୁ ଦିଆଯାଉଥିବା ବା ତାଠାରୁ ମିଳିଥିବା ଧନ, ଜିନିଷ ଆଦି ଲେଖାଥାଏ

ഉദാഹരണം : ଦୋକାନୀ ଅନ୍ୟ ଗ୍ରାହାକର ଉଧାରକୁ ମଧ୍ୟ ମୋ ନାମରେ ଚଢ଼ାଇ ଦେଇଛି


മറ്റ് ഭാഷകളിലേക്കുള്ള വിവർത്തനം :

लेखाबही का वह स्तम्भ जिसमें किसी के नाम के आगे उसको दिया या उससे पाया हुआ धन, माल आदि लिखा रहता है।

दुकानदार ने एक दूसरे ग्राहक का उधार भी मेरे नाम में चढ़ा दिया है।
नाम