അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : କୌଣସି ଇଂରେଜୀ ମାସର ନବମ ଦିନରେ ପଡ଼ୁଥିବା ତାରିଖ
ഉദാഹരണം : ଆସନ୍ତାମାସ ନଅ ତାରିଖଦିନ ଆବ୍ରାହମର ଜନ୍ମଦିନ
പര്യായപദങ്ങൾ : ନଅ ତାରିଖ
അർത്ഥം : ତାସର ଯେଉଁ ପତାରେ ଯେ କୌଣସି ରଙ୍ଗର ନଅଟି ବୁଟି ଥାଏ
ഉദാഹരണം : ମୋ ପାଖରେ ନାଲିପାନର ନହଲା ଅଛି
പര്യായപദങ്ങൾ : ନହ, ନହଲା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
ताश का वह पत्ता जिसमें किसी भी रंग की नौ बूटियाँ बनी होती हैं।
അർത്ഥം : ଆଠରେ ଏକ ମିଶିଲେ ମିଳୁଥିବା ସଂଖ୍ୟା
ഉദാഹരണം : ପାଞ୍ଚରେ ଚାରି ମିଶିଲେ ନଅ ହୁଏ
പര്യായപദങ്ങൾ : ୯
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
आठ और एक के योग से प्राप्त संख्या।
The cardinal number that is the sum of eight and one.
അർത്ഥം : ଆଠ ଏବଂ ଏକ
ഉദാഹരണം : ଏହି କଲମର ଦାମ ନଅ ଟଙ୍କା
പര്യായപദങ്ങൾ : 9, ନ, ନବ, ୯
आठ और एक।
Denoting a quantity consisting of one more than eight and one less than ten.
ഇൻസ്റ്റാൾ ചെയ്യുക