അർത്ഥം : ନିଶା ହେବାଲାଗି ତମାଖୁ,ସୁରତୀ ଆଦିକୁ ଜଳାଇକରି ଏହାକୁ ବାରମ୍ବାର ପାଟିରେ ଟାଣିକରି ଧୁଆଁ ନେଇ ବାହାର କରିବାର କାର୍ଯ୍ୟ
ഉദാഹരണം :
ଧୁମ୍ରପାନ ଶରୀର ପାଇଁ ହାନିକାରକ
പര്യായപദങ്ങൾ : ଧୁମ୍ର-ପାନ, ଧୁମ୍ରପାନ, ସ୍ମୋକିଙ୍ଗ୍
മറ്റ് ഭാഷകളിലേക്കുള്ള വിവർത്തനം :