അർത്ഥം : ଡାକଦ୍ବାରା କୌଣସି ଦୂରସ୍ଥାନରେ ରହୁଥିବା ବ୍ୟକ୍ତି ନିକଟକୁ ପଠାଯାଉଥିବା ଅର୍ଥପ୍ରାପ୍ତି କରିବାର ଲିଖିତ ଆଦେଶ
ഉദാഹരണം :
ମଙ୍ଗୁଳୁ ପ୍ରତିମାସରେ ଏକହଜାର ଟଙ୍କାର ମନିଅର୍ଡର ପଠାଉଛି
പര്യായപദങ്ങൾ : ମନିଅର୍ଡର
മറ്റ് ഭാഷകളിലേക്കുള്ള വിവർത്തനം :
A written order for the payment of a sum to a named individual. Obtainable and payable at a post office.
money order, postal orderഅർത്ഥം : କାହାକୁ ଧନ ଦେବାର ଆଦେଶ ବା ଆଜ୍ଞା
ഉദാഹരണം :
ସେ ବାପାଙ୍କ ଧନାଦେଶକୁ ଦୂରେଇ ପାରିଲାନାହିଁ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : (ଅଧିକୋଷ)କୁ ଦିଆଯାଇଥିବା ଏହି ଉଦ୍ଦେଶ୍ୟରେ ଲିଖିତ ଆଦେଶ ଯେ, ସେ ମୋର ଖାତାର ଅଧିକାରୀ ବା ଅମୁକ ବ୍ୟକ୍ତିକୁ ଲିଖିତ ପରିମାଣ ଦେଇଦେବେ
ഉദാഹരണം :
ମୋତେ ଠିକସମୟରେ ପେ ଅର୍ଡର ମିଳିଗଲା
പര്യായപദങ്ങൾ : ପେ ଅର୍ଡର
മറ്റ് ഭാഷകളിലേക്കുള്ള വിവർത്തനം :
जिसमें किसी व्यक्ति का हिसाब हो उस बैंक (अधिकोष) को दिया गया इस आशय का लिखित आदेश कि वह मेरे खाते में से वाहक अथवा अमुक निर्दिष्ट व्यक्ति को लिखित रकम दे दे।
मुझे समय पर धनादेश मिल गया था।