അർത്ഥം : ଯେ ବହୁତ ଦୟାଳୁ
ഉദാഹരണം :
ସେଠ ଦୟାରାମ ହେଉଛନ୍ତି ଦୟାବନ୍ତ, ସେ ଗରିବଙ୍କ ସେବାରେ ନିଜର ସବୁକିଛି ଅର୍ପଣ କରିଦେଇଛନ୍ତି
പര്യായപദങ്ങൾ : କୃପାନିଧି, କୃପାସିନ୍ଧୁ, ଦୟାନିଧି, ଦୟାବାନ, ଦୟାସାଗର
മറ്റ് ഭാഷകളിലേക്കുള്ള വിവർത്തനം :
Having or proceeding from an innately kind disposition.
A generous and kindhearted teacher.