അർത്ഥം : ମାନବ ନିର୍ମିତ ସ୍ଥାନ ଯେଉଁଠି ବିକ୍ରି କରିବାପାଇଁ ଜିନିଷଗୁଡ଼ିକ ରହେ ଏବଂ ଲୋକମାନେ ପଇସାଦେଇ ଜିନିଷ କିଣନ୍ତି
ഉദാഹരണം :
ଏହି ବଜାରରେ ମୋର ଫଳ ଦୋକାନ ଅଛି ସେ ବାରିକ ଦୋକାନକୁ ବାଳ କାଟିବାକୁ ଯାଇଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଏହି କକ୍ଷ ବା ପରିସର ଯେଉଁଠି ବିକ୍ରି କରିବାପାଇଁ ବହୁତ ଜିନିଷ ପତ୍ର ସାଜସଜ୍ଜା କରି ରଖାଯାଇଥାଏ
ഉദാഹരണം :
ମୁଁ ଏହି କମ୍ବଳ ଗୋଟିଏ ବଡ଼ ଦୋକାନରୁ କିଣିଛି
പര്യായപദങ്ങൾ : ପ୍ରଦର୍ଶନୀ-କକ୍ଷ, ବିକ୍ରୟ କକ୍ଷ, ଶୋରୁମ୍
മറ്റ് ഭാഷകളിലേക്കുള്ള വിവർത്തനം :
वह कक्ष या क्षेत्र जिसमें बिक्री की वस्तुएँ सजाकर रखी रहती हैं।
यह कंबल मैंने एक बहुत बड़े शोरूम से खरीदा।