അർത്ഥം : ସେହି ନିଶ୍ଚିତ ଓ ଅଟଳ ଦୈବୀ ବିଧାନ ଯାହା ଅନୁସାରେ ମୂଳରୁ ହିଁ ମଣିଷର ସବୁ କାର୍ଯ୍ୟ ନିୟନ୍ତ୍ରିତ ହେଉଛି ବୋଲି ବିଚାର କରାଯାଏ ଏବଂ ଯାହାର ସ୍ଥାନ ଲଲାଟ ବୋଲି ମାନି ନିଆଯାଏ
ഉദാഹരണം :
କର୍ମବାଦୀ ଭାଗ୍ୟରେ ବିଶ୍ୱାସ କରନ୍ତି ନାହିଁ ଦୈବୀ ଭରସାରେ ବସିଥିବା ଲୋକ ଜୀବନରେ କିଛି କରିପାରେନାହିଁ
പര്യായപദങ്ങൾ : କିସ୍ମତ୍, ଦଇବ, ଦୈବୀ ଭରସା, ନିୟତି, ପ୍ରାରବ୍ଧ, ଭାଗ୍ୟ
മറ്റ് ഭാഷകളിലേക്കുള്ള വിവർത്തനം :
वह निश्चित और अटल दैवी विधान जिसके अनुसार मनुष्य के सब कार्य पहले ही से नियत किये हुए माने जाते हैं और जिसका स्थान ललाट माना गया है।
सभी जीव अपने कर्मों से भाग्य का निर्माण करते हैं।അർത്ഥം : ଯାହା ଦେବତାଙ୍କଦ୍ୱାରା ହୋଇଥାଏ
ഉദാഹരണം :
ଦୈବୀ କୃପାରୁ ଆମ୍ଭାମାନେ ବଞ୍ଚିଗଲୁ
പര്യായപദങ്ങൾ : ଦୈବିକ
മറ്റ് ഭാഷകളിലേക്കുള്ള വിവർത്തനം :