അർത്ഥം : ଅନୁଭବ କରାଇବା
ഉദാഹരണം :
ଭାଗ୍ୟ ଆମକୁ ବହୁତ ଖରାପ ଦିନ ଦେଖାଏ
പര്യായപദങ്ങൾ : ଅନୁଭବ କରାଇବା, ପହଞ୍ଚାଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଲୋକ ଦେଖାଣିଆ ବା ଗର୍ବର ସହିତ ପିନ୍ଧିବା ବା ପ୍ରଦର୍ଶିତ କରିବା
ഉദാഹരണം :
ଶୀଲା ନୂଆ ଚୁଡ଼ିଗୁଡ଼ିକ ଦେଖାଉଛି
പര്യായപദങ്ങൾ : ଉପସ୍ଥାପନ କରିବା, ପ୍ରତ୍ୟକ୍ଷ କରାଇବା, ପ୍ରଦର୍ଶନ କରିବା, ପ୍ରଦର୍ଶିତ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାଞ୍ଚ ବା ନିରୀକ୍ଷଣ କରାଇବା
ഉദാഹരണം :
ଆପଣ କଣ ରୋଗୀକୁ ଡାକ୍ତରକୁ ଦେଖାଇଲେ ?
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଆଖିରେ କୌଣସି ବ୍ୟକ୍ତି, ପଦାର୍ଥ, କାମଆଦିର ରୂପ-ରଙ୍ଗ ଏବଂ ଆକାର-ପ୍ରକାର ବା ଗୁଣଆଦିର ଜ୍ଞାନ ପ୍ରାପ୍ତ କରିବା
ഉദാഹരണം :
ସେ ଆମକୁ ନିଜର ନୂଆଘର ଦେଖାଇଲା
പര്യായപദങ്ങൾ : ଦର୍ଶାଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବସ୍ତୁ ବା କାର୍ଯ୍ୟ ଆଡ଼କୁ ଇଙ୍ଗିତ କରିବା
ഉദാഹരണം :
ମାଆ ମୋତେ ଆକାଶରେ ଧ୍ରୁବ ତାରାର ସ୍ଥିତି ବତାଇଲେ
പര്യായപദങ്ങൾ : ନିର୍ଦ୍ଦେଶ କରିବା, ବତାଇବା
മറ്റ് ഭാഷകളിലേക്കുള്ള വിവർത്തനം :
किसी वस्तु या कार्य आदि की ओर इंगित करना।
माँ ने मुझे आसमान में ध्रुव तारे की स्थिति बताई।