അർത്ഥം : କୌଣସି କାମ କରିବାପାଇଁ ନିଆଯାଇଥିବା ଦୃଢ଼ ନିର୍ଣ୍ଣୟ ବା ନିଷ୍ପତ୍ତି
ഉദാഹരണം :
ଛାତ୍ରଟି ଚୋରି ନ କରିବାପାଇଁ ସଂକଳ୍ପ ନେଇଛି
പര്യായപദങ്ങൾ : ନିଷ୍ପତି, ବ୍ରତ, ସଂକଳ୍ପ
മറ്റ് ഭാഷകളിലേക്കുള്ള വിവർത്തനം :
कोई कार्य करने के लिए लिया गया दृढ़ निर्णय या निश्चय।
छात्र ने चोरी न करने का संकल्प लिया।