അർത്ഥം : ସେହି ବୃତ୍ତି ବା ଶକ୍ତି ଯେଉଁଥିରେ ମନୁଷ୍ୟ ବା ଜୀବ ସବୁ ଜିନିଷ ଦେଖି ପାରନ୍ତି
ഉദാഹരണം :
ଶାଗୁଣାର ଦୃଷ୍ଟି ବହୁତ ତେଜ୍ ହୋଇଥାଏ
പര്യായപദങ്ങൾ : ଦୃଷ୍ଟିକ୍ଷମତା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବସ୍ତୁକୁ ଦେଖିବା ବା କିଛି ବିଷୟ ସମ୍ପର୍କରେ ବିଚାର କରିବାର ବୃତ୍ତି ବା ଢଙ୍ଗ
ഉദാഹരണം :
ଆମ ଦୃଷ୍ଟି କୋଣରେ ଆପଣଙ୍କର ଏହି କାମ ଅନୁଚିତ
പര്യായപദങ്ങൾ : ଦୃଷ୍ଟି କୋଣ, ନଜର, ବିଚାର
മറ്റ് ഭാഷകളിലേക്കുള്ള വിവർത്തനം :
A mental position from which things are viewed.
We should consider this problem from the viewpoint of the Russians.അർത്ഥം : ଦେଖିବା କ୍ରିୟା ବା ଢଙ୍ଗ
ഉദാഹരണം :
ତାଙ୍କ ଦୃଷ୍ଟିରୁ ହିଁ ଆମେ ବୁଝିଗଲୁ ଯେ ସେ ବହୁତ ରାଗରେ ଅଛନ୍ତି ତାର ଚଞ୍ଚଳ ଦୃଷ୍ଟିପାତ ଭାରି ମୋହକ
മറ്റ് ഭാഷകളിലേക്കുള്ള വിവർത്തനം :
The act of directing the eyes toward something and perceiving it visually.
He went out to have a look.അർത്ഥം : ଆଖିର ଦୃଷ୍ଟି-କ୍ଷେତ୍ର ବା ଦୃଷ୍ଟି-ସୀମା ବା ଯେଉଁ ପର୍ଯ୍ୟନ୍ତ ଆଖିକୁ ଦେଖାଯାଏ
ഉദാഹരണം :
ସେ ମୋ ଦୃଷ୍ଟିସୀମାରୁ ବାହାରି ନଯିବା ପର୍ଯ୍ୟନ୍ତ ମୁଁ ତାଙ୍କୁ ଦେଖୁଥିଲି
പര്യായപദങ്ങൾ : ଆଖିଆଗ, ନେତ୍ରଦୃଷ୍ଟି
മറ്റ് ഭാഷകളിലേക്കുള്ള വിവർത്തനം :
* आँख का दृष्टि-क्षेत्र या दृष्टि-सीमा या जहाँ तक आँख से देखा जा सकता हो।
मैं उन्हें तब तक देखता रहा जब तक वे मेरी दृष्टि से बाहर नहीं हो गए।അർത്ഥം : ଦୃଷ୍ଟି ସମ୍ବନ୍ଧୀୟ ବୋଧ ବା ଅଭିଜ୍ଞତାର ଅବସ୍ଥା
ഉദാഹരണം :
ତା ପତ୍ନୀର ଦୃଷ୍ଟିବୋଧ ତାକୁ ଯଥାର୍ଥତା ସହିତ ପରିଚିତ କରାଇଲା
പര്യായപദങ്ങൾ : ଦୃଷ୍ଟିବୋଧ
മറ്റ് ഭാഷകളിലേക്കുള്ള വിവർത്തനം :
* दृष्टि संबंधी बोध या अभिज्ञता की अवस्था।
उसकी पत्नी की दृष्टि ने उसे यथार्थता से परिचित कराया।An instance of visual perception.
The sight of his wife brought him back to reality.