അർത്ഥം : କୌଣସି ନଗରର ଯେଉଁ ସ୍ଥାନରେ ଅନ୍ୟ ଦେଶର ରାଜଦୂତ ଏବଂ ତାଙ୍କ ସହକର୍ମୀମାନେ ରହନ୍ତି
ഉദാഹരണം :
ଦିଲ୍ଲୀରେ ଅନେକ ଦେଶର ଦୂତାବାସ ଅଛି
പര്യായപദങ്ങൾ : ଏମ୍ବାସି
മറ്റ് ഭാഷകളിലേക്കുള്ള വിവർത്തനം :
किसी नगर का वह स्थान जहाँ दूसरे राष्ट्र या राज्य का राजदूत और उसके साथी, कर्मचारी आदि रहते हों।
दिल्ली में कई देशों के दूतावास हैं।Diplomatic building that serves as the residence or workplace of a consul.
consulateഅർത്ഥം : ହାଇକମିଶନରଙ୍କ କାର୍ଯ୍ୟାଳୟ
ഉദാഹരണം :
ଭାରତୀୟ ଦୂତାବାସ କେଉଁଠାରେ ଆପଣ ଜାଣିଛନ୍ତି କି?
പര്യായപദങ്ങൾ : ଉଚ୍ଚାୟୋଗ
മറ്റ് ഭാഷകളിലേക്കുള്ള വിവർത്തനം :
An embassy of one British Commonwealth country to another.
high commissionഅർത്ഥം : ଦୂତାବେଶ ତୁଲ୍ୟ ରାଜକୀୟ ସଂସ୍ଥାନ
ഉദാഹരണം :
ପାକିସ୍ତାନ ଦୂତାବାସ ଭାରତ-ପାକ କ୍ରିକେଟ ମ୍ୟାଚ ଦେଖିବାପାଇଁ ଆଗ୍ରହୀ ଭାରତୀୟ କ୍ରିକେଟପ୍ରେମୀଙ୍କୁ ଭିସା ଦେବା କାର୍ଯ୍ୟ ଗୁରୁବାରଠାରୁ ଆରମ୍ଭ କରିବେ
പര്യായപദങ്ങൾ : ହାଇ କମିଶନ
മറ്റ് ഭാഷകളിലേക്കുള്ള വിവർത്തനം :