അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : କୌଣସି ବସ୍ତୁ ବା ପଦାର୍ଥର ପରିମାଣର ଆଉ ସେତିକି ଅଧିକ
ഉദാഹരണം : ଦୁଇର ଦୁଇଗୁଣ ଚାରି ହୁଏ
പര്യായപദങ്ങൾ : ଦିଗୁଣ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
किसी वस्तु आदि की मात्रा से उतनी और अधिक मात्रा जितनी की वह हो।
A quantity that is twice as great as another.
അർത്ഥം : ଯେତିକି ଅଛି ତାଠାରୁ ସେତିକି ଅଧିକ
ഉദാഹരണം : ଏହି ଦୋକାନୀ କେତେକ ଜିନିଷ ଦୁଇଗୁଣ ଦାମରେ ବିକ୍ରି କରୁଛି
പര്യായപദങ്ങൾ : ଦିଗୁଣା, ଦୁଇଗୁଣା
जितना हो उससे उतना और अधिक।
Twice as great or many.
അർത്ഥം : ଯେତିକି ଅଛି ଆଉ ସେତିକି
ഉദാഹരണം : ଗତ କିଛି ବର୍ଷ ହେଲା ଆମ ଗାଁରେ ବେରୋଜଗାରୀ ଦୁଇଗୁଣ ବଢ଼ିଛି
जितना हो उतना और।
To double the degree.
ഇൻസ്റ്റാൾ ചെയ്യുക