അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଯେଉଁ ଦାସୀ ପ୍ରଥମ ଥରପାଇଁ ଶଶୁର ଘରଯାଉଥିବା ବିବାହିତା ସ୍ତ୍ରୀସହ ଯାଏ
ഉദാഹരണം : ଦାସୀକୁ ବିବାହିତା ସ୍ତ୍ରୀର ଶଶୁରଘରେ ଅନେକ ସମ୍ମାନ ମିଳିଲା
പര്യായപദങ്ങൾ : ପୋଇଲି
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
वह दासी जो पहले-पहल ससुराल जाने वाली विवाहिता के साथ जाती है।
അർത്ഥം : ଈଶ୍ୱର ବା ଦେବତା ଆଦିଙ୍କୁ ଭକ୍ତି କରୁଥିବା ସ୍ତ୍ରୀ
ഉദാഹരണം : ମୀରା କୃଷ୍ଣଙ୍କ ପୂଜାରିଣୀ ଥିଲେ
പര്യായപദങ്ങൾ : ଉପାସିକା, ପୂଜାରିଣୀ, ପୂଜାରୁଣୀ
वह स्त्री जो ईश्वर या देवता आदि की भक्ति करती है।
അർത്ഥം : ଘରର କାମଦାମ ତଥା ସେବା କରୁଥିବା ବ୍ୟକ୍ତି
ഉദാഹരണം : ଆଜିକାଲିର କାର୍ଯ୍ୟରତ ମହିଳାମାନେ ଚାକରାଣୀମାନଙ୍କ ଉପରେ ଅଧିକ ନିର୍ଭର କରନ୍ତି
പര്യായപദങ്ങൾ : ଚାକରାଣୀ, ନଉକରାଣୀ, ପରିଚାରିକା, ସେବିକା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
वह जो घरेलू काम-काज तथा सेवा करती हो।
A female domestic.
ഇൻസ്റ്റാൾ ചെയ്യുക