അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଦାନ ପାଇବାପାଇଁ ଉପଯୁକ୍ତ ବ୍ୟକ୍ତି
ഉദാഹരണം : ଦାନ ସର୍ବଦା ଦାନଗ୍ରହଣଯୋଗ୍ୟ ବ୍ୟକ୍ତିକୁ ହିଁ ଦେବା ଉଚିତ
പര്യായപദങ്ങൾ : ଦାନଗ୍ରହଣଯୋଗ୍ୟ ବ୍ୟକ୍ତି, ଦାନାଧିକାରୀ
അർത്ഥം : ଯେଉଁ ପାତ୍ରରେ ଦାନ ଆକାରରେ ଟଙ୍କାପଇସା ରଖାଯାଏ ବା ପକାଯାଏ
ഉദാഹരണം : ସେ ମନ୍ଦିର ହୁଣ୍ଡିରେ ଶହେ ଟଙ୍କା ପକାଇଲେ
പര്യായപദങ്ങൾ : ଦାନବାକ୍ସ, ହୁଣ୍ଡି
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
वह पात्र या आधार जिसमें दान के पैसे रखे या डाले जाते हैं।
അർത്ഥം : ଲୁହା ବା କାଠ ବାକ୍ସ ଯାହା ସର୍ବସାଧାରଣ ସ୍ଥାନ ଆଦିରେ ଦାନ ପଇସା ପକାଇବାପାଇଁ ରଖାଯାଇଥାଏ
ഉദാഹരണം : ସେ ଦାନପାତ୍ରରେ ଶହେ ଟଙ୍କା ପକେଇଲେ
लोहे या लकड़ी का वह बक्सा जो सार्वजनिक स्थानों आदि पर दान के पैसे डालने के लिए होता है।
ഇൻസ്റ്റാൾ ചെയ്യുക