അർത്ഥം : କୌଣସି ଟାଣୁଆ ବସ୍ତୁକୁ ହାତ ବା କୌଣସି ବସ୍ତୁରେ ବାରମ୍ବାର ଏପରି ଚାପଦେବା ଯାହା ଫଳରେ ସେହି ବସ୍ତୁ ଛୋଟଛୋଟ ଖଣ୍ଡ ହୋଇଯିବ
ഉദാഹരണം :
ଭର୍ତ୍ତା ତିଆରି କରିବାପାଇଁ ଲଲିତା ସିଝା ଆଳୁକୁ ଚକଟୁଛି
പര്യായപദങ്ങൾ : ଚକଟିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବସ୍ତ୍ର, ଫୁଲ ଆଦି କୌଣସି କୋମଳ ପଦାର୍ଥକୁ ହାତରେ ଏପରି ମକଚିବା ଯେପରି ତାହା ଖରାପ ହୋଇଯିବ
ഉദാഹരണം :
ତୁମ୍ଭେମାନେ ଫୁଲଗୁଡ଼ିକ କାହିଁକି ମକଚୁଛ?
പര്യായപദങ്ങൾ : ମକଚିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी कोमल पदार्थ विशेषकर कपड़े, फूल आदि को इस प्रकार हाथ से मलना कि वह खराब हो जाए।
तुम लोग फूल को क्यों गींजते हो।അർത്ഥം : ପାଣି ମିଶାଇ ହାତରେ ଦବାଇବା ବା ମକଚିବା
ഉദാഹരണം :
ଭାଉଜ ଅଟା ଚକଟୁଛନ୍ତି
പര്യായപദങ്ങൾ : ଚକଟିବା, ମର୍ଦ୍ଦନକରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବାରମ୍ବାର ଯେପରି ଚାପଦେଲେ କୌଣସି ବସ୍ତୁ ବିକୃତ ହୋଇଯାଏ
ഉദാഹരണം :
ସେ ସାପର ମୁଣ୍ଡକୁ ଦଳୁଛି
പര്യായപദങ്ങൾ : ଚକଟିବା, ଛେଚିବା, ମର୍ଦ୍ଦନ କରିବା
മറ്റ് ഭാഷകളിലേക്കുള്ള വിവർത്തനം :