അർത്ഥം : କାମରେ ଆସିବା ବା ଲାଗିବା
ഉദാഹരണം :
ଏହି ଘର ତିଆରି କରିବା ପାଇଁ ଶହେ ବସ୍ତା ସିମେଣ୍ଟ ଲାଗିଲା
പര്യായപദങ്ങൾ : ଖର୍ଚ୍ଚହେବା, ବ୍ୟବହାର ହେବା, ଲାଗିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ଜିନିଷର ଆବଶ୍ୟକତା ବା ଦରକାର ହେବା
ഉദാഹരണം :
ଆମକୁ କିଛି ନୂଆ ଜିନିଷର ଆବଶ୍ୟକତା ରହିଛି
പര്യായപദങ്ങൾ : ଆବଶ୍ୟକତା ରହିବା, ପ୍ରୟୋଜନ ହେବା
മറ്റ് ഭാഷകളിലേക്കുള്ള വിവർത്തനം :
* किसी की आवश्यकता या ज़रूरत होना।
हमें कुछ नई वस्तुओं की आवश्यकता है।