അർത്ഥം : ଯେଉଁ ଭୀଷଣ ଉପଦ୍ରବର ଉଦ୍ଦେଶ୍ୟ ରାଜ୍ୟ ପ୍ରତି ଅନିଷ୍ଟ କରିବା ଓ କ୍ଷତି ଘଟାଇବା
ഉദാഹരണം :
ମଙ୍ଗଳ ପାଣ୍ଡେଙ୍କ ଇଂରେଜମାନଙ୍କ ବିରୋଧରେ ଥିବା ବିଦ୍ରୋହ ବହୁତ ଦୃଢ଼ ଥିଲା
പര്യായപദങ്ങൾ : ଆନ୍ଦୋଳନ, ଉପଦ୍ରବ, ବିଦ୍ରୋହ, ବିପ୍ଳବ, ବିରୋଧ
മറ്റ് ഭാഷകളിലേക്കുള്ള വിവർത്തനം :
Organized opposition to authority. A conflict in which one faction tries to wrest control from another.
insurrection, rebellion, revolt, rising, uprisingഅർത്ഥം : ବଳ ପ୍ରୟୋଗଦ୍ୱାରା ବିରୋଧ, ଉପଦ୍ରବ, ବିଦ୍ରୋହଆଦିକୁ ଦମନ କରିବାର କ୍ରିୟା
ഉദാഹരണം :
ଇଂରେଜମାନେ ବାରମ୍ବାର ପରାଧୀନ ଭାରତୀୟମାନଙ୍କର ବିରୋଧକୁ ଦମନ କରିଥିଲେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ମନୋଭାବ ଆଦିକୁ ନିୟନ୍ତ୍ରିତ ରଖିବାର ପ୍ରକ୍ରିୟା
ഉദാഹരണം :
ମା ସକାଳୁ ଗୁମ୍ ହୋଇ ବସିଥିଲେ ଆଉ ବାପା ଆସିବା ମାତ୍ରେ ଫାଟି ପଡ଼ିଲେ
പര്യായപദങ്ങൾ : ଗୁମ୍, ଜବତ, ନିସ୍ତବ୍ଧତା, ନିୟନ୍ତ୍ରଣ
മറ്റ് ഭാഷകളിലേക്കുള്ള വിവർത്തനം :