അർത്ഥം : କାହାରିକୁ କିଛି କାମ କରିବାପାଇଁ କୌଣସି ସ୍ଥାନକୁ ଶୀଘ୍ର ପଠାଇବା
ഉദാഹരണം :
ଖୁଡ଼ୀ ରୋହନକୁ ଜିନିଷ ଆଣିବାପାଇଁ କେତେଥର ବଜାରକୁ ଦଉଡ଼ାଇଲେ
മറ്റ് ഭാഷകളിലേക്കുള്ള വിവർത്തനം :
किसी को किसी काम के लिए कहीं जल्दी भेजना।
चाची ने रोहन को सामान लाने के लिए कई बार बाज़ार दौड़ाया।അർത്ഥം : ଚାରିଆଡ଼େ ବୁଲାଇବା
ഉദാഹരണം :
ବ୍ୟାଙ୍କର ବାବୁ ଋଣ ମଞ୍ଜୁର କରିବାପାଇଁ ବହୁତ ଦଉଡ଼ାଇଲେ
പര്യായപദങ്ങൾ : ଦଉଡ଼େଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଦଉଡ଼ାଇବା କାମ ଅନ୍ୟ କାହାଦ୍ୱାରା କରାଇବା
ഉദാഹരണം :
ଶିକ୍ଷକ ଛାତ୍ରମାନଙ୍କୁ ପଡ଼ିଆରେ ଦଉଡ଼ାଇଲେ
പര്യായപദങ്ങൾ : ଧାଁଦଉଡ଼ କରାଇବା, ଧୁଆଇଁବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବ୍ୟର୍ଥରେ ପ୍ରତୀକ୍ଷା କରିବା
ഉദാഹരണം :
ମନ୍ତ୍ରୀ ଚାକିରୀ ଲାଳସା ଦେଖାଇ ରାମୁକୁ ମାସମାସ ଧରି ଦଉଡ଼ାଉଛନ୍ତି
പര്യായപദങ്ങൾ : ଅପେକ୍ଷା କରାଇବା, ପ୍ରତୀକ୍ଷୀତ କରାଇବା
മറ്റ് ഭാഷകളിലേക്കുള്ള വിവർത്തനം :