അർത്ഥം : ବାରମ୍ବାର ଛେପ କାଢ଼ିବା
ഉദാഹരണം :
ତମାଖୁ ଖାଇ ସେ ଥୁଥୁ କରୁଥିଲା
പര്യായപദങ്ങൾ : ଛେପ ପକାଇବା, ଥୁକିବା, ଥୁଥୁ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ମୁହଁରୁ ଛେପ ବା ମୁହଁରେ ଥିବା କିଛି ପଦାର୍ଥକୁ ବାହାରକୁ ବାହାର କରିବା (ଯୋରରେ)
ഉദാഹരണം :
ସେ ପାନ ଖାଇ ମୋ କୁର୍ତ୍ତାରେ ହିଁ ଛେପ କାଢ଼ିଦେଲା ସେ ଚୁପଚାପ ଔଷଧକୁ ଥୁକିଦେଲା
പര്യായപദങ്ങൾ : ଛେପ କାଢ଼ିବା, ଛେପ ପକାଇବା, ଥୁକିବା, ଥୁତ୍କାର କରିବା
മറ്റ് ഭാഷകളിലേക്കുള്ള വിവർത്തനം :