അർത്ഥം : ବନ୍ଧୁକ ବା ତୋପର ରଞ୍ଜକରେ ନିଆଁ ଲଗାଇବାର ବତୀ
ഉദാഹരണം :
ଆଗ କାଳରେ ବନ୍ଧୁକରେ ତୋଡ଼ା ଲଗାଇ ଛଡ଼ାଯାଉଥିଲା
മറ്റ് ഭാഷകളിലേക്കുള്ള വിവർത്തനം :
A fuse containing an explosive.
detonating fuseഅർത്ഥം : ନୀଳଗିରି ଏବଂ ଏହାର ଆଖପାଖ କ୍ଷେତ୍ରରେ ମିଳୁଥିବା ଏକ ପ୍ରକାର ମଇଁଷି ଯାହାର ଶିଙ୍ଗ ବିଶେଷ ପ୍ରକାରରେ ମୋଡ଼ି ହୋଇଥାଏ
ഉദാഹരണം :
ତୋଡ଼ା ମଇଁଷି ଦିନକୁ ଚାରିରୁ ସାତ କିଲୋ ପର୍ଯ୍ୟନ୍ତ ଦୁଧ ଦିଏ
പര്യായപദങ്ങൾ : ତୋଡ଼ା ମଇଁଷି
മറ്റ് ഭാഷകളിലേക്കുള്ള വിവർത്തനം :
नीलगिरी और उसके आस-पास के क्षेत्रों में मिलनेवाली एक प्रकार की भैंस जिसके सींग विशेष प्रकार से घुमावदार होते हैं।
तोड़ा एक दिन में चार से सात किलो तक दूध देती है।Upland buffalo of eastern Asia where true water buffaloes do not thrive. Used for draft and milk.
indian buffalo