അർത്ഥം : ଯେଉଁ ଲିପିରେ ତାମିଲ ଭାଷା ଲେଖାଯାଏ
ഉദാഹരണം :
ତାମିଲ ହୋଇ ମଧ୍ୟ ସେ ତାମିଲ ଲିପି ଜାଣେନାହିଁ
പര്യായപദങ്ങൾ : ତାମିଲ ଲିପି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ତାମିଲନାଡ଼ୁ ନିବାସୀ
ഉദാഹരണം :
କିଛି ତାମିଲ ମୋର ଭଲ ସାଙ୍ଗ
മറ്റ് ഭാഷകളിലേക്കുള്ള വിവർത്തനം :
तमिलनाडू का मूल या स्थानांतरित निवासी जिसे वहाँ की संस्कृति, धर्म, भाषा आदि विरासत में मिली हुई हो।
कई तमिल मेरे अच्छे मित्र हैं।A member of the mixed Dravidian and Caucasian people of southern India and Sri Lanka.
tamilഅർത്ഥം : ଏକ ଦ୍ରାବିଡ଼ ଭାଷା ଯାହା ବହୁ ପ୍ରାଚୀନ କାଳରୁ ଦକ୍ଷିଣ ଭାରତ ଓ ଶ୍ରୀଲଙ୍କାରେ ତାମିଲମାନଙ୍କଦ୍ୱାରା କୁହାଯାଏ
ഉദാഹരണം :
ସେ ଦୁଇଜଣ ତାମିଲରେ କଥାବାର୍ତ୍ତା କରୁଛନ୍ତି
പര്യായപദങ്ങൾ : ତାମିଲ ଭାଷା
മറ്റ് ഭാഷകളിലേക്കുള്ള വിവർത്തനം :
The Dravidian language spoken since prehistoric times by the Tamil in southern India and Sri Lanka.
tamilഅർത്ഥം : ତାମିଲ ଭାଷା ସଂବନ୍ଧିତ ବା ତାମିଲ ଭାଷାର
ഉദാഹരണം :
ତାମିଲ ସାହିତ୍ୟ ବହୁତ ଉନ୍ନତ
അർത്ഥം : ତାମିଲନାଡ଼ୁରେ ରହିବା ବ୍ୟକ୍ତି
ഉദാഹരണം :
ତାମିଲଲୋକେ ପୋଙ୍ଗଲ ପର୍ବ ବଡ଼ ଧୁମଧାମରେ ପାଳନକରନ୍ତି
അർത്ഥം : ତାମିଲନାଡ଼ୁ ସହିତ ସଂବନ୍ଧିତ
ഉദാഹരണം :
ଇତିହାସକାରମାନେ ତାମିଲ ସଂସ୍କୃତିକୁ ଭାରତର ସବୁଠାରୁ ପୁରୁଣା ସଂସ୍କୃତି ମାନନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
तमिलनाडु का या वहाँ के निवासी, भाषा, संस्कृति इत्यादि से संबंधित।
इतिहासकारों ने तमिल संस्कृति को भारत की सबसे पुरानी संस्कृति माना है।Of or relating to a speaker of the Tamil language or the language itself.
Tamil agglutinative phrases.