അർത്ഥം : ନଦୀ, ସମୁଦ୍ରଆଦିର ପାଣିରେ ଅଳ୍ପ ଦୂରରେ କିଛି ସମୟ ରହିରହି ଉଠୁଥିବା ଜଳରାଶି ଯାହା ବାରମ୍ବାର ଆଗକୁ ମାଡ଼ିଆସିବା ପରି ଜଣାପଡ଼େ
ഉദാഹരണം :
ସମୁଦ୍ରର ଲହଡ଼ି ବେଳାଭୂମିରେ ବାଧାପାଇ ଉପରକୁ ଉଠୁଅଛି
പര്യായപദങ്ങൾ : ଢେଉ, ଲହରୀ, ଲହଡ଼ି
മറ്റ് ഭാഷകളിലേക്കുള്ള വിവർത്തനം :
One of a series of ridges that moves across the surface of a liquid (especially across a large body of water).
moving ridge, waveഅർത്ഥം : ପ୍ରାକୃତିକ କିମ୍ବା କୃତିମ କାରଣରୁ ଉତ୍ପନ୍ନ ହେଉଥିବା କୌଣସି ବସ୍ତୁର ଲହରୀ ଯାହା କୌଣସି ଶରୀର ବା ବାତାବରଣରେ ଖେଳିଯାଏ
ഉദാഹരണം :
ବିଜୁଳୀରେ ମଧ୍ୟ ତରଙ୍ଗ ଥାଏ
പര്യായപദങ്ങൾ : ଲହରୀ
മറ്റ് ഭാഷകളിലേക്കുള്ള വിവർത്തനം :
A movement like that of a sudden occurrence or increase in a specified phenomenon.
A wave of settlers.അർത്ഥം : କାଠ, ଧାତୁଆଦିର ବଡ଼ଖଣ୍ଡ ଅଥବା ବିଭିନ୍ନ ସ୍ୱର ଉତ୍ପନ୍ନ କରି ପାରୁଥିବା ଏକ ପ୍ରକାରର ଅନ୍ୟ ଯନ୍ତ୍ରକୁ ବାଜାରୂପରେ ପ୍ରଯୁକ୍ତ କଲେ ବାହାରୁଥିବା ସଙ୍ଗୀତ
ഉദാഹരണം :
ବିରଜୁ ମହାରାଜା ଆମମାନଙ୍କୁ ଘୁଙ୍ଗୁର ତରଙ୍ଗ ଶୁଣାଇଲେ
പര്യായപദങ്ങൾ : ତରଂଗ
മറ്റ് ഭാഷകളിലേക്കുള്ള വിവർത്തനം :
लकड़ी, धातु आदि के विशिष्ट आकार के टुकड़ों अथवा सब स्वर उत्पन्न करनेवाले एक ही तरह के दूसरे साधनों को बाजे के रूप में प्रयुक्त करने पर उत्पन्न संगीत।
बिरजू महाराज ने हमें घुँघरू तरंग सुनाई।അർത്ഥം : ରୋଗ ବା ପୀଡ଼ା ଆଦିର ରହି ରହି ହେଉଥିବା ବେଗ
ഉദാഹരണം :
ଯନ୍ତ୍ରଣାର ଲହର ଉଠିବା ମାତ୍ରେ ସେ ଚିତ୍କାର କରି ଉଠୁଥିଲା
പര്യായപദങ്ങൾ : ଲହର
മറ്റ് ഭാഷകളിലേക്കുള്ള വിവർത്തനം :
Something that rises rapidly.
A wave of emotion swept over him.