അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ତଉଲ ବା ଓଜନ କରିବା କ୍ରିୟା
ഉദാഹരണം : ଓଜନ ମାପିବାପାଇଁ ଷ୍ଟେସନରେ ମେସିନ୍ ଅଛି
പര്യായപദങ്ങൾ : ଉତ୍ତୋଳନ କରିବା, ମାପିବା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
तौलने या वजन करने की क्रिया।
അർത്ഥം : ପାଣିରେ ବୁଡ଼ି ମାପନେବା
ഉദാഹരണം : ପୋଖରୀ କୂଳରେ ଠିଆହୋଇ ତୁମେ ପୋଖରୀର ଗଭୀରତା କିପରି ମାପିବ?
പര്യായപദങ്ങൾ : ମାପକରିବା, ମାପିବା
डूबकर थाह लेना।
അർത്ഥം : କୌଣସି ବସ୍ତୁର ଓଜନ ଜାଣିବାପାଇଁ ତାକୁ ନିକିତିରେ ରଖିବା
ഉദാഹരണം : ଦୋକାନୀ ଶସ୍ୟ ମାପୁଛି
പര്യായപദങ്ങൾ : ଓଜନ କରିବା, ମାପିବା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
किसी वस्तु का गुरुत्व या भारीपन का परिमाण जानने के लिए उसे काँटे, तराजू आदि पर रखना।
Determine the weight of.
അർത്ഥം : ଓଜନ କରିବା
ഉദാഹരണം : ଦଶ ବସ୍ତା ଧାନ ଓଜନ ହେଲା
പര്യായപദങ്ങൾ : ଓଜନ କରିବା, ମାପ କରିବା
तौलाई होना।
ഇൻസ്റ്റാൾ ചെയ്യുക