അർത്ഥം : କୌଣସି ସ୍ଥାନରେ ପହଞ୍ଚିବା ନିମନ୍ତେ ଡେଇଁବା କାମ
ഉദാഹരണം :
ସେ ଖାଈ ପାର ହେବାପାଇଁ ଡିଆଁ ମାରିଲା
പര്യായപദങ്ങൾ : କୁଦିବା, ଡିଆଁମାରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଡେଇଁବାର ପ୍ରକ୍ରିୟା
ഉദാഹരണം :
ଆଜି ମୋ ଡାହାଣ ଆଖି ଡେଇଁବା ଯୋଗୁଁ ମୋତେ ଭାରି ଖରାପ ଲାଗୁଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଡେଇଁବାର ପ୍ରକ୍ରିୟା ବା ଭାବ
ഉദാഹരണം :
ଡେଇଁଲେ ହାତ ଗୋଡ଼ରେ ଆଘାତ ଲାଗିପାରେ
പര്യായപദങ്ങൾ : ଡିଆଁ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଜୋରରେ ଉପରକୁ ଉଠିବା
ഉദാഹരണം :
ଗାଡ଼ିଆରେ ମାଛଗୁଡ଼ିକ ଡେଉଁଛନ୍ତି ସେ ଡେଇଁପଡ଼ି ଓ ଗଛର ଡାଳ ଧରି ଝୁଲି ପଡ଼ିଲା
പര്യായപദങ്ങൾ : ଡିଆଁ ମାରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଏକ ସ୍ଥାନରୁ ଡେଇଁ ଅନ୍ୟ ସ୍ଥାନରେ ପହଞ୍ଚିବା
ഉദാഹരണം :
ରାସ୍ତାର ନଳା ପାରିହେବାପାଇଁ ସେ ଡେଇଁଲା
പര്യായപദങ്ങൾ : କୁଦା ମାରିବା, କୁଦିବା, ଲମ୍ଫ ଦେବା
അർത്ഥം : କୌଣସି ସ୍ଥାନର ଉପରି ଭାଗରୁ ଜୋରରେ ଡେଇଁ ଶରୀରକୁ ଅନ୍ୟ ଆଡ଼କୁ ପକାଇବା
ഉദാഹരണം :
ଛୁଆମାନେ ବାଲି ଉପରେ ଡେଉଁଛନ୍ତି
പര്യായപദങ്ങൾ : କୁଦିବା, ଲମ୍ଫପ୍ରଦାନ କରିବା
മറ്റ് ഭാഷകളിലേക്കുള്ള വിവർത്തനം :