അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଖାଦ୍ୟ ପଦାର୍ଥ ରଖିବାର ଏକ ପ୍ରକାର କଟରା
ഉദാഹരണം : କଡ଼େଇର ତରକାରୀକୁ ଡଙ୍କିରେ ଓଲଟାଇ ଦିଅ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
भोजन रखने का एक तरह का कटोरा।
A dish that is round and open at the top for serving foods.
അർത്ഥം : ରୋଷେଇ ତିଆରି କରିବା କାମରେ ଆସୁଥିବା ଚାମୁଚି ଭଳି ଗୋଟିଏ ବାସନ
ഉദാഹരണം : ମାଆ ଡଙ୍କିରେ ଭାତ କାଢ଼ୁଥିଲେ
പര്യായപദങ്ങൾ : କରଚୁଲି
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
रसोई बनाने के काम में आने वाला कलछे की तरह का एक बर्तन।
അർത്ഥം : ବଡ଼ ଦଣ୍ଡା ବିଶିଷ୍ଟ ଚାମଚ ଯେଉଁଥିରେ ବଡ଼ ହାଣ୍ଡିଆଦିରୁ ଡାଲିଆଦି କାଟନ୍ତି ବା ବାହାର କରନ୍ତି
ഉദാഹരണം : ମାଆ କରଚୁଲିରେ ଡାଲି ବାହାର କରୁଛନ୍ତି
പര്യായപദങ്ങൾ : ଅଣକ, କରଚୁଲି
बड़ी डाँड़ी का चम्मच जिससे बटलोई आदि की दाल आदि चलाते या निकालते हैं।
അർത്ഥം : ଡାଲି ଆଦିରୁ ଫେଣ ବାହାରକରିବା କରଚୁଲି
ഉദാഹരണം : ଗୀତା ଫୁଟୁଥିବା ଡାଲିରୁ କରଚୁଲିରେ ଫେଣ ବାହାରକରୁଛି
പര്യായപദങ്ങൾ : କରଚୁଲି, ଡଙ୍କା
दाल आदि में से झाग निकालने की करछुल।
ഇൻസ്റ്റാൾ ചെയ്യുക