അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଡାଲି ଆଦିରୁ ଫେଣ ବାହାରକରିବା କରଚୁଲି
ഉദാഹരണം : ଗୀତା ଫୁଟୁଥିବା ଡାଲିରୁ କରଚୁଲିରେ ଫେଣ ବାହାରକରୁଛି
പര്യായപദങ്ങൾ : କରଚୁଲି, ଡଙ୍କି
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
दाल आदि में से झाग निकालने की करछुल।
അർത്ഥം : କାଠତିଆରି ଏକ ପ୍ରକାର ବଡ଼ ଚାମଚ
ഉദാഹരണം : ଶୀଲା ଡଙ୍କାରେ ଡାଲି ଘାଣ୍ଟୁଛି
काठ का बना एक प्रकार का बड़ा चम्मच।
അർത്ഥം : କାଠରେ ତିଆରି ଚାମଚ ଆକାରର ଏକ ବାସନ
ഉദാഹരണം : ଶୀଲା ଡଙ୍କାରେ ଡାଲି ଘୋଟୁଛି
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
काठ का बना चम्मच के आकार का एक बरतन।
A spoon made of wood.
ഇൻസ്റ്റാൾ ചെയ്യുക