അർത്ഥം : ଯେଉଁ ଛୋଟ ଗାଡ଼ିରେ ମାଲପତ୍ର ରଖି ଠେଲିବା ବା ଧକା ମାରିମାରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଏ
ഉദാഹരണം :
ସେ ଠେଲାଗାଡ଼ିରେ ଆମ୍ବ ବିକ୍ରି କରୁଥିଲା
പര്യായപദങ്ങൾ : ଠେଲା
മറ്റ് ഭാഷകളിലേക്കുള്ള വിവർത്തനം :
वह छोटी गाड़ी जिस पर चीजें रखकर ठेलते या धकेलते हुए एक स्थान से दूसरे स्थान पर ले जाते हैं।
वह ठेले पर आम बेच रहा है।