അർത്ഥം : ଜମି-ବାଡ଼ି ଭୂମିଆଦିରେ ଲାଗୁଥିବା କର
ഉദാഹരണം :
ଜମିଦାରୀ ଯୁଗରେ ଖଜଣା ଦେଇ ନପାରିଲେ ଜମିଦାର କୃଷକମାନଙ୍କର ଜମି ଦଖଲ କରିନେଉଥିଲେ
പര്യായപദങ്ങൾ : କର, ଖଜଣା, ଟିକସ୍
മറ്റ് ഭാഷകളിലേക്കുള്ള വിവർത്തനം :
Charge against a citizen's person or property or activity for the support of government.
revenue enhancement, tax, taxationഅർത്ഥം : କୌଣସି ବ୍ୟକ୍ତି, ସମ୍ପତ୍ତି, ବ୍ୟାପାରଆଦି କାମରୁ ଯେଉଁ ଧନକୁ କେହି ଅଧିକାରୀ ନିଜପାଇଁ ନେଇଥାଏ
ഉദാഹരണം :
ମୋଗଲ ଶାସନ କାଳରେ ଶାସକ ଓ ସାମନ୍ତଙ୍କ ଦ୍ୱାରା ଭାରତୀୟ ଜନତାଙ୍କଠାରୁ ଅନେକ ପ୍ରକାରର କର ଅସୁଲ କରାଯାଉଥିଲା
പര്യായപദങ്ങൾ : କର, ମାହାସୁଲ, ଶୁଳ୍କ
മറ്റ് ഭാഷകളിലേക്കുള്ള വിവർത്തനം :
Charge against a citizen's person or property or activity for the support of government.
revenue enhancement, tax, taxation