അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଭୂମି ଉପରେ ଘୋଡ଼ା ପାଦ ପଡ଼ିବାର ଶଦ୍ଦ
ഉദാഹരണം : ଶତ୍ରୁଙ୍କ ଘୋଡ଼ା ଟାପୁ ଶଦ୍ଦ ଶୁଣି ସୈନିକମାନେ ସତର୍କ ହୋଇଗଲେ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
घोड़े के पैरों के ज़मीन पर पड़ने का शब्द।
അർത്ഥം : ଛୋଟଦ୍ୱୀପ
ഉദാഹരണം : ଏହି ନଦୀରେ ଗୋଟିଏ ଟାପୁ ବି ରହିଛି
പര്യായപദങ്ങൾ : ଚଡ଼ା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
छोटा द्वीप।
A small island.
അർത്ഥം : ଚାରିପାଖ ଜଳଦ୍ୱାରା ଘେରାହୋଇଥିବା ସ୍ଥଳ ବା ଜମି ଯାହା ମହାଦ୍ୱୀପ ଠାରୁ ଛୋଟ
ഉദാഹരണം : ସମୁଦ୍ରରେ ବହୁ ଛୋଟ ବଡ଼ ଦ୍ୱୀପ ଅଛି
പര്യായപദങ്ങൾ : ଅନ୍ତରୀପ, ଦ୍ୱୀପ
चारों ओर जल से घिरा हुआ वह स्थल या जमीन जो महाद्वीप से छोटा हो।
A land mass (smaller than a continent) that is surrounded by water.
അർത്ഥം : ଘୋଡ଼ା ଗୋଡର ନିମ୍ନଭାଗ
ഉദാഹരണം : ଘୋଡ଼ା ଟାପୁ ତଳେ ମେଣ୍ଢାଛୁଆଟି ଦଳି ହୋଇଗଲା
घोड़े के पैर का निचला भाग।
The horny covering of the end of the foot in ungulate mammals.
ഇൻസ്റ്റാൾ ചെയ്യുക