അർത്ഥം : ଯେତିକି ପରିମାଣର ଜିନିଷ ଏକ ଟାଙ୍କିରେ ଧରେ
ഉദാഹരണം :
ବଗିଚାରେ ପାଣି ଦେବାପାଇଁ ଗୋଟିଏ ଟାଙ୍କି ପାଣି ଯଥେଷ୍ଟ
പര്യായപദങ്ങൾ : ଟାଂକି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ଯାନରେ ଯେଉଁ ପାତ୍ରରେ ଇନ୍ଧନ ଆଦି ଭର୍ତ୍ତି ହୁଏ
ഉദാഹരണം :
ଏହି କାରର ଟାଙ୍କିରେ ଗୋଟିଏ କଣା ହୋଇଯାଇଛି
പര്യായപദങ്ങൾ : ଟେଙ୍କ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ତରଳ ପଦାର୍ଥ ବା ଗ୍ୟାସ୍ ରଖିବାପାଇଁ ଏକ ଢାଙ୍କୁଣିବାଲା କୁଣ୍ଡ
ഉദാഹരണം :
ଟାଙ୍କିରେ ପାଣି ଭର୍ତ୍ତିକରି ରଖ କାରଣ କାଲି ପାଣି ଆସିବନାହିଁ
പര്യായപദങ്ങൾ : କୁଣ୍ଡ
മറ്റ് ഭാഷകളിലേക്കുള്ള വിവർത്തനം :