അർത്ഥം : ଝୁଲାଇବା କାମ ଅନ୍ୟ କାହାଦ୍ୱାରା କରାଇବା
ഉദാഹരണം :
ରମା ଝୁଲାକୁ ମମତାଦ୍ୱାରା ଝୁଲାଇଲା
പര്യായപദങ്ങൾ : ଦୋଳାୟମାନ କରିବା, ଦୋହଲାଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେପରି କଲେ କୌଣସି ବସ୍ତୁର ଉପରିଭାଗ ସଂଯୁକ୍ତ ହେଲେ ବି ସେହି ବସ୍ତୁର କିଛିଅଂଶ ତଳଆଡ଼କୁ ବିନା ଆଧାରରେ ରହେ
ഉദാഹരണം :
ଶ୍ୟାମ ଛାତରୁ ରସିଟିଏ ଲଟକାଉଛି
പര്യായപദങ്ങൾ : ଲଟକାଇବା
മറ്റ് ഭാഷകളിലേക്കുള്ള വിവർത്തനം :
ऐसा करना कि ऊपर टिके रहने पर भी किसी वस्तु आदि का कुछ भाग नीचे की ओर कुछ दूर तक बिना आधार के रहे।
श्याम छत से एक रस्सी लटका रहा है।