അർത്ഥം : ଉପରିଭାଗର ତଳ ଆଡ଼କୁ କିଛି ଝୁଙ୍କିଯିବା
ഉദാഹരണം :
ଫଳରେ ପୂର୍ଣ୍ଣ ଗଛଟି ନଇଁଗଲା
പര്യായപദങ്ങൾ : ଅବନମିତ ହେବା, ନଇଁବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ପଦାର୍ଥର ଗୋଟିଏ ବା ଦିଓଟି ଧାର ଅନ୍ୟ ଆଡ଼କୁ ପ୍ରବୃତ୍ତ ହେବା
ഉദാഹരണം :
ବୟସ ହେଲେ ଅଣ୍ଟା ନଇଁଯାଏ
പര്യായപദങ്ങൾ : ନଇଁବା, ବଙ୍କା ହେବା
മറ്റ് ഭാഷകളിലേക്കുള്ള വിവർത്തനം :