അർത്ഥം : କୌଣସି କଥାରେ ହୋଇଥିବା କଳହ
ഉദാഹരണം :
ଆଜି ସକାଳୁ ମୋର ତା ସହିତ କଥା କଟାକଟି ହୋଇଗଲା
പര്യായപദങ്ങൾ : କଥା କଟାକଟି, ଖିଟିମିଟି, ଯୁକ୍ତିତର୍କ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଅଯଥା ଯୁକ୍ତିତର୍କ
ഉദാഹരണം :
ଆଜି ରାମ ଏବଂ ଶ୍ୟାମ ମଧ୍ୟରେ ଏକ ଛୋଟ କଥାକୁ ନେଇ ବିତଣ୍ଡା ହେଲା
പര്യായപദങ്ങൾ : କନ୍ଦଳ, କଳି, ତକରାଳ, ବିତଣ୍ଡା, ଯୁକ୍ତିତର୍କ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି କଥାରେ ହେଉଥିବା ବିବାଦ
ഉദാഹരണം :
ସେ କଳିର କାରଣ ଜାଣିବାକୁ ଚାହୁଁଛି
പര്യായപദങ്ങൾ : କଳି
മറ്റ് ഭാഷകളിലേക്കുള്ള വിവർത്തനം :
किसी बात पर होने वाली कहा-सुनी या विवाद।
वह झगड़े का कारण जानना चाहता है।അർത്ഥം : ଶତ୍ରୁତା ଯୋଗୁଁ ଦୁଇ ଦଳ ମଧ୍ୟରେ ହତିଆର ସାହାଯ୍ୟରେ କରାଯାଉଥିବା ଲଢ଼େଇ
ഉദാഹരണം :
ମହାଭାରତ ଯୁଦ୍ଧ ଅଠର ଦିନ ପର୍ଯ୍ୟନ୍ତ ଚାଲିଥିଲା
പര്യായപദങ്ങൾ : କନ୍ଦଳ, ଯୁଦ୍ଧ, ରଣ, ଲଢ଼ାଇ, ସଂଗ୍ରାମ, ସମର
മറ്റ് ഭാഷകളിലേക്കുള്ള വിവർത്തനം :
शत्रुतावश दो दलों के बीच हथियारों से की जाने वाली लड़ाई।
महाभारत का युद्ध अठारह दिनों तक चला था।അർത്ഥം : ନିଜନିଜ ମଧ୍ୟରେ ହେଉଥିବା ଆକ୍ଷେପ ବା ଉଚ୍ଚବାଚ
ഉദാഹരണം :
ବାପ ଓ ପୁଅଙ୍କ ମଧ୍ୟରେ ସବୁଦିନେ ପାଟିତୁଣ୍ଡ ହେଉଛି
പര്യായപദങ്ങൾ : ଉଚ୍ଚବାଚ, କଳି, ତର୍କବିତର୍କ, ପାଟିତୁଣ୍ଡ, ଯୁକ୍ତିତର୍କ, ହଟ୍ଟଗୋଳ
മറ്റ് ഭാഷകളിലേക്കുള്ള വിവർത്തനം :
Witty language used to convey insults or scorn.
He used sarcasm to upset his opponent.