അർത്ഥം : ସେହି ଶକ୍ତି ବା ତତ୍ତ୍ୱ ଯାହା ମିଶିଲେ ବସ୍ତୁଆଦିର ରୂପ ଆଖିକୁ ଦେଖାଯାଏ
ഉദാഹരണം :
ସୂର୍ଯ୍ୟ ଉଦୟ ହେଲା ପରେ ଚତୁର୍ଦ୍ଦିଗ ଆଲୋକିତ ହୋଇଗଲା
പര്യായപദങ്ങൾ : ଆଲୋକ, ଉଜ୍ୱଳ, ଉଜ୍ୱଳିତ, ଦ୍ୟୁତି, ପ୍ରକାଶ, ରୋଷଣୀ
മറ്റ് ഭാഷകളിലേക്കുള്ള വിവർത്തനം :
वह शक्ति या तत्व जिसके योग से वस्तुओं आदि का रूप आँख को दिखाई देता है।
सूर्य के उगते ही चारों ओर प्रकाश फैल गया।(physics) electromagnetic radiation that can produce a visual sensation.
The light was filtered through a soft glass window.അർത്ഥം : ସଂଗୀତରେ ଅଷ୍ଟତାଳର ଗୋଟିଏ ପ୍ରକାର
ഉദാഹരണം :
ଗାୟକ ବାୟକକୁ ଜ୍ୟୋତି ତାଳ ବଜାଇବାକୁ କହିଲା
പര്യായപദങ്ങൾ : ଜ୍ୟୋତି ତାଳ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଏକ ପ୍ରକାରର ପ୍ରକାଶ
ഉദാഹരണം :
ତା’ ଚେହେରାର ଚମକ ସ୍ପଷ୍ଟ ଭାବେ ଝଲକୁଥିଲା
പര്യായപദങ്ങൾ : ଆଭା, ଉଜ୍ଜଳତା, କାନ୍ତି, ଚମକ, ତେଜ, ଦୀପ୍ତି, ଦ୍ୟୁତି, ପ୍ରଭା, ଭାସ, ରକ୍ତିମା
മറ്റ് ഭാഷകളിലേക്കുള്ള വിവർത്തനം :
एक तरह का प्रकाश।
उसके चेहरे की चमक स्पष्ट झलक रही थी।