അർത്ഥം : ଜୀବିତ ରହିବାର ଅବସ୍ଥା କିମ୍ବା ଭାବ
ഉദാഹരണം :
ଯେ ପର୍ଯ୍ୟନ୍ତ ଜୀବନ ଅଛି ସେ ପର୍ଯ୍ୟନ୍ତ ଆଶା ରହିଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଜୀବନ ନିର୍ବାହ କରିବାର ବିଶେଷ ଶୈଳୀ
ഉദാഹരണം :
ନିର୍ବାଚନ ଆସିଲେ ନେତାମାନେ ନିଜନିଜ ରାଜନୈତିକ ଜୀବନରେ ସକ୍ରିୟ ହୋଇଯାନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଜୀବିତ ରହିବାପାଇଁ ବାୟୁ, ଜଳ ଆଦି ଉପଲବ୍ଧି ହେଉଥିବା ଆବଶ୍ୟକ ପରିସ୍ଥିତି
ഉദാഹരണം :
ବୈଜ୍ଞାନିକମାନଙ୍କ ମତାନୁସାରେ ଚନ୍ଦ୍ରରେ ଜୀବନସତ୍ତା ନାହିଁ
പര്യായപദങ്ങൾ : ଜୀବନସତ୍ତା
മറ്റ് ഭാഷകളിലേക്കുള്ള വിവർത്തനം :
जीवित रहने के लिए वह आवश्यक परिस्थिति जिसमें हवा, पानी आदि की उपलब्धता हो।
वैज्ञानिकों के अनुसार चन्द्रमा पर जीवन नहीं है।The organic phenomenon that distinguishes living organisms from nonliving ones.
There is no life on the moon.അർത്ഥം : ପ୍ରାୟଃ ସର୍ବତ୍ର ଚଳମାନ ଏକ ତତ୍ତ୍ୱ ଯାହା ସାରା ପୃଥିବୀରେ ବ୍ୟାପ୍ତ ଏବଂ ଯେଉଁଥିରେ ପ୍ରାଣୀ ଶ୍ୱାସ ନେଇଥାନ୍ତି
ഉദാഹരണം :
ପବନ ଅଭାବରେ ଜୀବନ କଳ୍ପନା କରାଯାଇପାରିବ ନାହିଁ
പര്യായപദങ്ങൾ : ଅନିଳ, ପବନ, ପ୍ରାଣ, ବାୟୁ, ମରୁତ, ସମୀର
മറ്റ് ഭാഷകളിലേക്കുള്ള വിവർത്തനം :
प्रायः सर्वत्र चलता रहने वाला वह तत्व जो सारी पृथ्वी पर व्याप्त है और जिसमें प्राणी साँस लेते हैं।
हवा के अभाव में जीवन की कल्पना नहीं की जा सकती।അർത്ഥം : ପ୍ରାଣୀମାନଙ୍କର ସେହି ଚେତନ ଶକ୍ତି ଯେଉଁଥିପାଇଁ ସେ ଜୀବିତ ରହନ୍ତି
ഉദാഹരണം :
ଶରୀରରୁ ପ୍ରାଣର ବର୍ହିଗମନ ହେଉଛି ମୃତ୍ୟୁ
പര്യായപദങ്ങൾ : ଜୀବ, ଜୀବନ ଶକ୍ତି, ପ୍ରାଣ, ପ୍ରାଣଶକ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
The vital principle or animating force within living things.
spiritഅർത്ഥം : ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମୟ ଯାହାର ଗଣନା ଦିନ,ମାସ, ବର୍ଷଆଦିଦ୍ୱାରା ହୋଇଥାଏ
ഉദാഹരണം :
ମନୁଷ୍ୟର ହାରାହାରି ଆୟୁ ଷାଠିଏରୁ ସତୁରୀ ବର୍ଷ ତାଙ୍କର ଜୀବନ ଅନ୍ୟର ମଙ୍ଗଳରେ ହିଁ ବିତିଗଲା
പര്യായപദങ്ങൾ : ଆୟୁ, ଆୟୁ କାଳ, ଇହକାଳ, ଜୀବନକାଳ, ବୟସ
മറ്റ് ഭാഷകളിലേക്കുള്ള വിവർത്തനം :
जन्म से मृत्यु तक का समय जिसकी गणना दिनों, महीनों, वर्षों आदि में होती है।
मनुष्य की औसत आयु साठ से सत्तर वर्ष के बीच होती है।അർത്ഥം : ଜୀବିତ ପ୍ରାଣୀ
ഉദാഹരണം :
ପହଁରାଳୀଙ୍କ ଯୋଗୁଁ ବଢ଼ିରେ ବୁଡ଼ି ଯାଉଥିବା ଅନେକ ଜୀବନ ବଞ୍ଚିଗଲା
പര്യായപദങ്ങൾ : ପ୍ରାଣ
മറ്റ് ഭാഷകളിലേക്കുള്ള വിവർത്തനം :