അർത്ഥം : ଯେଉଁ ସିଦ୍ଧାନ୍ତ ବା ଅବଧାରଣାରେ କୌଣସି ଗୋଟିଏ ବଂଶକୁ ଅନ୍ୟଠାରୁ ଶ୍ରେଷ୍ଠତର ବା ନିମ୍ନତର ବୋଲି ବିଚାର କରାଯାଏ
ഉദാഹരണം :
ଅଷ୍ଟ୍ରେଲିଆରେ ଜାତିବାଦର ଲମ୍ବା ପରମ୍ପରା ଅଛି
മറ്റ് ഭാഷകളിലേക്കുള്ള വിവർത്തനം :
The prejudice that members of one race are intrinsically superior to members of other races.
racism