അർത്ഥം : କୌଣସି ଭାଗ ବା ଅଂଶ
ഉദാഹരണം :
ତାଙ୍କ ଶରୀରରେ ଅନେକ ସ୍ଥାନରେ କଳାଜାଇ ଅଛି ପକ୍ଷୀମାନଂକର ରାତ୍ରି ବିଶ୍ରାମପାଇଁ ବରଗଛ ଉପଯୁକ୍ତ ସ୍ଥାନ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯୋଗ୍ୟତା ଅନୁସାରେ କର୍ମଚାରୀ କିମ୍ବା କାର୍ଯ୍ୟକର୍ତ୍ତାର ନିଯୁକ୍ତି ସ୍ଥାନ
ഉദാഹരണം :
ଆପଣ ଏହି ସଂସ୍ଥାର କେଉଁ ପଦରେ ଅଛନ୍ତି ?
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଘର ଆଦି ତୋଳିବା ପାଇଁ ଉଦ୍ଦିଷ୍ଟ ଭୂମିର ସେହି ବିଶେଷ ଅଶଂ
ഉദാഹരണം :
ତାଙ୍କର ପଞ୍ଜାବରେ ଖଣ୍ଡେ ଭୂମି ଅଛି
പര്യായപദങ്ങൾ : କ୍ଷେତ୍ର, ପ୍ଳ୍ଟ୍, ଭୂମି
മറ്റ് ഭാഷകളിലേക്കുള്ള വിവർത്തനം :
Extensive landed property (especially in the country) retained by the owner for his own use.
The family owned a large estate on Long Island.