അർത്ഥം : ଦାନ୍ତରେ କାମୁଡ଼ା ହୋଇଥିବା ଆଖୁର ଛୋଟଛୋଟ ଖଣ୍ଡ
ഉദാഹരണം :
ଶୀଲା ଆଖୁ ଖାଉଛି ଏବଂ ମଝିରେ ମଝିରେ ଛୋଟଆଖୁଖଣ୍ଡ ନିଜ ପିଲାକୁ ବି ଦେଉଛି
പര്യായപദങ്ങൾ : ଆଖୁଚିରୁଡ଼ା, ଆଖୁଟୁକୁଡ଼ା
മറ്റ് ഭാഷകളിലേക്കുള്ള വിവർത്തനം :
दाँतों से काटा हुआ गन्ने का एक छोटा टुकड़ा।
शीला गन्ना खा रही है और बीच-बीच में एक-एक गुल्ला अपने बच्चे को भी दे रही है।