അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଏକ ବଡ଼ ତମ୍ବୁ
ഉദാഹരണം : ବରଯାତ୍ରୀ ଦଳ ଛାମୁଣ୍ଡିଆ ତଳେ ବସିଛନ୍ତି
പര്യായപദങ്ങൾ : ତମ୍ବୁ, ପାଲ, ସାମିୟାନା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
एक बड़ा तंबू या खेमा।
Large and often sumptuous tent.
അർത്ഥം : ଲୁଗା, ଫୁଲଆଦିରେ ସଜା ଯାଇଥିବା ଛୋଟ ମଣ୍ଡପ
ഉദാഹരണം : ଅତିଥିମାନଙ୍କ ଜଳଖିଆ ବ୍ୟବସ୍ଥା ମନ୍ଦିର ପାଖ ଚାନ୍ଦୁଆରେ କରାଯାଇଛି
പര്യായപദങ്ങൾ : ଖଞ୍ଜାଶାଳ, ଚାନ୍ଦୁଆ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
कपड़े, फूलों आदि का छोटा मंडप।
അർത്ഥം : ଦୁଆର ସାମନାରେ ବା ଛାତ ଉପରେ ଥିବା ଛାୟା ପ୍ରଦାନକାରୀ ସ୍ଥାନ
ഉദാഹരണം : ସେ ମଣ୍ଡପରେ ବସି ବହି ପଢ଼ୁଛି
പര്യായപദങ്ങൾ : ବରସାତୀ, ମଣ୍ଡପ
दरवाजे के सामने या छत पर का छायादार स्थान।
A structure attached to the exterior of a building often forming a covered entrance.
ഇൻസ്റ്റാൾ ചെയ്യുക