അർത്ഥം : ଛାପିକରି ଲୋକଙ୍କ ସାମନାକୁ ଆଣିବା
ഉദാഹരണം :
ସେ ତାଙ୍କ କବିତା ଖବରକାଗଜରେ ଛପାଇଲେ
പര്യായപദങ്ങൾ : ପ୍ରକାଶିତ କରାଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଲେଖା ଆଦିକୁ ପ୍ରକାଶିତ କରିବା
ഉദാഹരണം :
ସେ ଏବେ ସୁଦ୍ଧା ଦୁଇଟି ପୁସ୍ତକ ପ୍ରକାଶିତ କରିଛନ୍ତି
പര്യായപദങ്ങൾ : ପ୍ରକାଶିତ କରିବା, ମୁଦ୍ରଣ କରିବା
മറ്റ് ഭാഷകളിലേക്കുള്ള വിവർത്തനം :