അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : କୌଣସି ବସ୍ତୁର ଏହି ରୂପ ଯାହା ଖୁବ ଯୋରରେ ଦଳିବା ବା ଛେଚିବା ପରେ ପ୍ରାପ୍ତ ହୁଏ
ഉദാഹരണം : ପିଲାମାନେ ଶୁଖିଲା ମାଟିକୁ କୁଟି ଚୂନା କରିଦେଲେ
പര്യായപദങ്ങൾ : ଗୁଣ୍ଡ, ଧୂଳି
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
किसी वस्तु का वह रूप जो उसे खूब कुचलने या कूटने से प्राप्त होता है।
A piece broken off or cut off of something else.
അർത്ഥം : ଶସ୍ୟର ଚୂନା
ഉദാഹരണം : ପଶୁମାନଙ୍କୁ ଚୂନି, କୁଣ୍ଡା, ଭୁସିଆଦି ଗୋଳି କରି ଖାଇବାକୁ ଦିଆଯାଏ
പര്യായപദങ്ങൾ : ଗୁଣ୍ଡ, ଚୂନି, ଚୂର୍ଣ୍ଣ
अनाज का चूर्ण।
Broken husks of the seeds of cereal grains that are separated from the flour by sifting.
അർത്ഥം : ଚୁରଚୁର ଶବ୍ଦ କରି ସହଜରେ ଭାଙ୍ଗିଯାଉଥିବା ଜିନିଷ
ഉദാഹരണം : ଭଲଭାବେ ଭଜା ହୋଇଥିବା ଚୁଡ଼ା ଚୂନା ହୋଇଯାଏ
പര്യായപദങ്ങൾ : ଗୁଣ୍ଡ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
चुरचुर शब्द करके सहज में टूटने वाला।
ഇൻസ്റ്റാൾ ചെയ്യുക