പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള ଚିନ୍ତାକରିବା എന്ന വാക്കിന്റെ അർത്ഥവും ഉദാഹരണവും.

ଚିନ୍ତାକରିବା   ବିଶେଷ୍ୟ

അർത്ഥം : ଯେଉଁ କାମ କରିବାପାଇଁ ମସ୍ତିଷ୍କକୁ ବହୁତ ଅଧିକ ଶକ୍ତି ବ୍ୟୟ କରିବାକୁ ପଡ଼େ

ഉദാഹരണം : ଏହି ପ୍ରଶ୍ନର ସମାଧାନ କରିବାପାଇଁ ମୁଁ କେବେଠାରୁ ମୁଣ୍ଡ ଖଟାଇ ଆସୁଛି

പര്യായപദങ്ങൾ : ଭାବିବା, ମୁଣ୍ଡଖଟାଇବା


മറ്റ് ഭാഷകളിലേക്കുള്ള വിവർത്തനം :

ऐसा काम जिसमें मस्तिष्क की बहुत अधिक शक्ति व्यय हो।

इस सवाल को हल करने के लिए मैं कब से माथापच्ची कर रही हूँ।
माथापच्ची, सिरपच्ची

ଚିନ୍ତାକରିବା   କ୍ରିୟାପଦ

അർത്ഥം : ମନରେ କୌଣସି ବିଷୟରେ ବିଚାର କରିବା ବା ବୁଦ୍ଧିର ଉପଯୋଗ କରିବା

ഉദാഹരണം : ଏହି ପ୍ରଶ୍ନର ସମାଧାନ କରିବା ନିମନ୍ତେ ମୁଁ ବହୁତ ଚିନ୍ତା କଲି,କିନ୍ତୁ ସଫଳତା ମିଳିଲା ନାହିଁ ସେ ଦିନତମାମ ବସି କେଜାଣି କଣ ଭାବୁଥିଲେ?ପ୍ରତ୍ୟେକ ଜିନିଷକୁ ନକରାତ୍ମକ ଦୃଷ୍ଟିରେ ଦେଖ ନାହିଁ

പര്യായപദങ്ങൾ : ଅନୁସନ୍ଧାନ କରିବା, ଅନ୍ୱେଷଣ କରିବା, ବିଚାରକରିବା, ଭାବିବା


മറ്റ് ഭാഷകളിലേക്കുള്ള വിവർത്തനം :

किसी विषय पर मन में कुछ विचार करना या दिमाग़ का उपयोग करना।

इस प्रश्न को हल करने के लिए मैंने बहुत सोचा, किन्तु सफलता नहीं मिली
वह दिनभर बैठकर पता नहीं क्या सोचती है?
हर एक चीज को नकारात्मक दृष्टि से न देखो
अनुसंधानना, अनुसन्धानना, अवगतना, देखना, विचार करना, विचारना, सोचना

Use or exercise the mind or one's power of reason in order to make inferences, decisions, or arrive at a solution or judgments.

I've been thinking all day and getting nowhere.
cerebrate, cogitate, think